Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା ଓ ତୁମେ
ବର୍ଷା ଓ ତୁମେ
★★★★★

© Tikagobinda Mohanta

Romance

1 Minutes   6.9K    6


Content Ranking

                   ବର୍ଷା ଓ ତୁମେ

ବିଜୁଳିର ଚମକରେ 

ଦିଶେ ତୁମ ହସ,

ବର୍ଷାର ଥଂଡା ସ୍ପର୍ଶ

ଲାଗେ ତୁମରି ନିଃଶ୍ୱାସ  !

 

ବର୍ଷାରେ ଭିଜିଲେ ଲାଗେ

ତୁମେ ହିଁ ବର୍ଷୁଛ ,

ପ୍ରତିଟି ଅଂଗକୁ

ତୁମେ ହିଁ  ଛୁଉଁଛ  !

 

ବର୍ଷା  ଛାଡିଗଲେ

ଲାଗେ ତୁମେ ଚାଲିଗଲ ,

ଭିଜା ମାଟିର ବାସ୍ନାରେ

ତୁମ ଦେହର ବାସ୍ନା ଛାଡିଗଲ  !

 

       

ବର୍ଷା ଓ ତୁମେ

Rate the content


Originality
Flow
Language
Cover design

Comments

Post


Some text some message..