STORYMIRROR

Tikagobinda Mohanta

Others

2  

Tikagobinda Mohanta

Others

ହାଇକୁ

ହାଇକୁ

1 min
2.3K


                    (ଏକ)

ଏତେ ପାଖକୁ ଆସନା

ତୁମ ନିଃଶ୍ୱାସର ଲୁ ରେ

ସବୁତକ ଅଭିମାନ ତରଳିଯିବାର ସମ୍ଭାବନା  !

                    (ଦୁଇ)

ଅନେକ ବିନିଦ୍ର ରଜନୀରେ

କାହିଁକି କେଜାଣି

ନିଜକୁ ଖୋଜେ ନିଜ ଭିତରେ   !

                   (ତିନି)

ଦିଅନ୍ତନି ତୁମ ଜୀବନ ରୁ ଗୋଟେ ମୂହୁର୍ତ୍ତ

ସେଇ ମୂହୁର୍ତ୍ତରେ ଜୀଇଁଯାନ୍ତି

ମୁଁ ମୋ ବାକି ତକ ଜୀବନ.... 

 


Rate this content
Log in