ମାନବିକତା
ମାନବିକତା
ମଣିଷ ବୋଲି ତୁ ଗରବ କରୁଛୁ
ମଣିଷ ଜନମ ପାଇଛୁ ବୋଲି,,
ମାନବିକତା ତୋ ଚୁଲିକି ଗଲାଣି,
ମିଛରେ କହୁଛୁ ମଣିଷ ବୋଲି,,
ଲୋଭ ମୋହ ଆଉ ମାୟା ମମତା ରେ
ମିଛଟାରେ ଖାଲି ଘାଣ୍ଟି ହେଉଛୁ,
ପରସେବା ଟିକେ କରିବା ବେଳକୁ,,
ମାନବିକତା କୁ ଭୁଲି ଯାଉଛୁ,,, ।
। ନିରଞ୍ଜନ ସାହୁ।
ମଣିଷ ବୋଲି ତୁ ଗରବ କରୁଛୁ
ମଣିଷ ଜନମ ପାଇଛୁ ବୋଲି,,
ମାନବିକତା ତୋ ଚୁଲିକି ଗଲାଣି,
ମିଛରେ କହୁଛୁ ମଣିଷ ବୋଲି,,
ଲୋଭ ମୋହ ଆଉ ମାୟା ମମତା ରେ
ମିଛଟାରେ ଖାଲି ଘାଣ୍ଟି ହେଉଛୁ,
ପରସେବା ଟିକେ କରିବା ବେଳକୁ,,
ମାନବିକତା କୁ ଭୁଲି ଯାଉଛୁ,,, ।
। ନିରଞ୍ଜନ ସାହୁ।