STORYMIRROR

Jagannath Das

Inspirational

3  

Jagannath Das

Inspirational

ତିନିପ୍ରକାର ପୁଂଜିପତି

ତିନିପ୍ରକାର ପୁଂଜିପତି

1 min
123


ପୁଂଜିପତି ତିନି ପ୍ରକାର ର ଅଟନ୍ତି ।

ଯଥା-ଭୈାତିକ,ବୈାଦ୍ଧିକ,

ଆଧ୍ୟାତ୍ମିକ l ଯେଉଁ ମାନେ ନିଜର ଆବଶ୍ୟକତା ଠାରୁ ପ୍ରଚୁର ଧନ ଏକତ୍ରିତ କରିଥାନ୍ତି l ଆମେ ସାଧାରଣତଃ ସେମାନଂକୁ ପୁଂଜିପତି

କହିଥାଉଁl ଏମାନେ ଭୈାତିକ ପୁଂଜିପତି ଶ୍ରେଣୀର

ଯେଉଁମାନଂକର ବହୁତ ଗୁଣ କଳା,ସାହିତ୍ୟ,ସଂଗୀତ,କାରିଗରି,

ବିଦ୍ୟା,ବିଜ୍ଞାନ ଅଛି ତାଂକୁ ଆମେ

ବୈାଦ୍ଧିକ ପୁଂଜିପତି କହିପାରିବା l

ଓ ଯେଉଁମାନେ ସାଧନା,ଜପ,ତପ,ନିଷ୍ଠା ଓ ଧୈର୍ଯ୍ୟ,

ଆଚରଣ କରି ମୋକ୍ଷ ଓ ପରମାର୍ଥ କଥା ଚିନ୍ତା କରନ୍ତି ସେମାନେ ଆଧ୍ୟାତ୍ମିକ ପୁଂଜିପତି ଅଟନ୍ତି l

ଭୈାତିକ ପୁଂଜିପତି ମାନେ ଚିନି ବସ୍ତା ବୁହା ବଳଦ ଭଳି ଜୀବନ ନିର୍ବାହ କରେ l 

ବୈାଦ୍ଧିକ ପୁଂଜିପତିମାନେ ଦେଶରେ

ତାଂକର ସୁକୃତ ଗୁଣ ଗୁଡିକୁ ଲୁଚାଇ ରଖନ୍ତି ଯାହାଫଳରେ ସମାଜରେ କିଛି ଅଦୃତ ହୋଇପାରି ନଥାଏ l 

ସେ ସମାଜରେ ଏକ ଅଂଗହିନ ବ୍ୟକ୍ତି ଭଳି ଜୀବନ ନିର୍ବାହ କରେ l

ଅଧ୍ୟାତ୍ମିକ ପୁଂଜିପତି ମାନଂକର ସଂସାର ପ୍ରତି ବିତସ୍ପୃହ ବୈରାଗ୍ୟ ଯୋଗୁ ସଂସାର ତ୍ୟାଗ କରି ବଣ ଜଂଗଲରେ ରହିବାକୁ ପସଂଦ କରନ୍ତି ।ସେ ସମାଜରେ ପଶୁଭଳି ଜୀବନ ଜିଇଁଥାନ୍ତି ବାସ୍ତବିକ କଥା ଯେ ପୁଂଜିପତି ମାନେ ପ୍ରତ୍ୟକ୍ଷରେ ସମାଜର କିଛି ଉପକାର ନକଲେ ମଧ୍ୟ ପରୋକ୍ଷରେ ସମାଜ ସେମାନଂକ ଠାରୁ ବହୁତ କିଛିପାଇଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational