Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଓଡିଆ ଶିଶୁ ଗପ

Children


2  

ଓଡିଆ ଶିଶୁ ଗପ

Children


ସିଂହ ଓ ନିର୍ବୋଧ ଷଣ୍ଢମାନେ

ସିଂହ ଓ ନିର୍ବୋଧ ଷଣ୍ଢମାନେ

1 min 7.7K 1 min 7.7K

ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ ସାଙ୍ଗ ବୋଲି ଭାବୁଛୁ ତୋ ବିରୁଦ୍ଧରେ ସେମାନେ ଲାଗିଛନ୍ତି ।

ଏ ସିଂହ କଥାରେ ବିଶ୍ୱାସ କରି ସେ ଷଣ୍ଢମାନେ ଅଲଗା ଅଲଗା ଚରିଲେ । ଫଳରେ ସେ ସିଂହକୁ ଭାରି ସୁବିଧା ହେଲା ଓ ସେ ଗୋଟିଏ ଗୋଟିଏ କରି ସବୁ ଷଣ୍ଢଙ୍କୁ ଶିକାର କରି ଖାଇଲା ।

ଏକତା ନଷ୍ଟ ହେଲେ ହିଁ ଦୁର୍ଦ୍ଦିନ ଆସେ ।


Rate this content
Log in

More oriya story from ଓଡିଆ ଶିଶୁ ଗପ

Similar oriya story from Children