STORYMIRROR

Barsha Mallik

Inspirational

3  

Barsha Mallik

Inspirational

ପ୍ରତିବାଦ

ପ୍ରତିବାଦ

1 min
132

ଆଜିର ସମାଜରେ ଅବହେଳିତ ମାନବଜାତିଟା ସବୁ ଅନ୍ୟାୟକୁ ଦେଖି ଚୁପ୍ ରହିଯାଉଛି। ଯାହାଦ୍ଵାରା ଖରାପ ଲୋକଙ୍କର ଆତଙ୍କ ବଢ଼ିବାରେ ଲାଗିଛି। ଖରାପ ଲୋକ ସେମାନେ ନୁହେଁ, ଯିଏ କି ଅନ୍ୟାୟ କାମ କରୁଛନ୍ତି। ଖରାପ ଲୋକ ତ,ସେମାନେ ଯିଏ ଭଲ ଲୋକ ହୋଇ ମଧ୍ଯ ଏହି ଅନ୍ୟାୟ କୁ ପ୍ରଶୟ ଦେଉଛନ୍ତି।


       ଭଲ ଲୋକ ହେବା ପାଇଁ ଅସତ୍ୟ କୁ ସତ୍ୟ କହିବାକୁ ପଛାଉନାହାନ୍ତି। ବଥ ସିନା ବଥାଏ,ଅବୁ କାହାର ବଥାଏ ନାହିଁ। ସେଥିପାଇଁ ଆମ ସମସ୍ୟା ସମାଧାନ କରିବାକୁ ହେଲେ , ପ୍ରଥମେ ଆମକୁ ହିଁ ପ୍ରତିବାଦ କରିବାକୁ ହେବ।ସମସ୍ତଙ୍କୁ ଏକତ୍ର ହୋଇ ଲଢ଼ିବାକୁ ହେଵ। ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ହେବ।


        ନିଷ୍ପତି ଆପଣଙ୍କ ହାତରେ , ଏକତା ହିଁ ବଳ।ଏକ ମନ , ଏକ ପ୍ରାଣ ହୋଇ ଲଢ଼ିବାକୁ ହେବ।ପୁଣି ଥରେ ସୁପ୍ତ ସିଂହକୁ ଜାଗ୍ରତ ହେବାକୁ ହେବ । ସର୍ବଭୌମତା ଜନତା ରୂପରେ, ଜନତା ଚାହିଁଲେ ସବୁ କିଛି କରିପାରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational