STORYMIRROR

Suryakanta parida

Romance

3  

Suryakanta parida

Romance

ପ୍ରେମର କଳ୍ପନା

ପ୍ରେମର କଳ୍ପନା

1 min
12.4K

      

ତମ ପାଇଁ ଭାବନା ଆଉ ସପ୍ନ ସବୁ ମୋ ମୋଭିତରେ


ମୁଁ ଏବେ ନିରୁଦ୍ଧିଷ୍ଟ ବହୁ ଦୂର ଏକ କଳ୍ପନା ଦୁନିଆରେ


କେବେ ହାଯାଏ କେବେ ଭିଜାଏ ତା ଆଖିର ସହରେ


ଭାରି ଭଲ ଲାଗେ ଚାଲି ଗଲେ ତା ପାଉଁଜି ଶବ୍ଦରେ


ଦେଖା ହେଲେ ସମୟ ବିତିବ ତମ ସ୍ମୃତି ସାଉଁଟାରେ


ତମେ କେବେଆସ ଆମ ଏ ରାସ୍ତାରେ


କେବେ ମୋ ସୁନେଲି ସପନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance