STORYMIRROR

Jagannath Panda

Abstract

2  

Jagannath Panda

Abstract

ନିଃଶବ୍ଦ

ନିଃଶବ୍ଦ

1 min
390

ରାତି ନିଃଶବ୍ଦ ହୋଇଗଲା ପରେ ଖୋଲିଲି ତୁମ କବିତା । ଏତେ ସୁନ୍ଦର ଭାବେ ସଜାଇଛ ତାକୁ ଠିକ୍‌ 

ଯେପରି ଶିଳ୍ପୀଟିଏ ମୂର୍ତ୍ତି ସଜାଏ । ଯେତେ ଯେତେ ପଢୁ ଥାଏ ମୋ ହୃଦୟର ତାତି ବଢୁ ଥାଏ । ମୁଁ ସାରା

ରାତି ଶୋଇ ପାରିନି। ଆଖି ବୁଜିଲେ ତୁମରି ଛବି ,ଛୁଇଁବା ପାଇଁ ହାତ ବଢ଼ାଇବା ବେଳକୁ ତୁମେ ଉଭାନ। ଓଃ,,କି ଯନ୍ତ୍ରଣା ତମେ କ'ଣ

ମୋ ପରି ସତରେ କଷ୍ଟ ପାଉଛ? ଜାଣେନା। ତଥାପି ତମ ଫେରିବା ବାଟକୁ ଚାହିଁଛି

ଚାତକି ପରି ଅଥବା ତୁଷାର୍ତ ଚାତକୀ ସାଜି । ଆସିବନା,,କେଜାଣି। ତୁମ ଇଛା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jagannath Panda

Similar oriya story from Abstract