STORYMIRROR

Amita Gouda

Romance

4  

Amita Gouda

Romance

ମୋ ଭଲ ପାଇବା

ମୋ ଭଲ ପାଇବା

2 mins
17

ମୋ ମନର ମଣିଷ ସହ ଦେଖା ହେବାକୁ ଇଚ୍ଛା ବହୁତ୍ କିନ୍ତୁ ସମୟ ସାଥ ଦେଇନି। ବସିଥିଲା ବେଳେ ମନେପଡେ ତୁମ କଥା ଆଉ ଆମ ଅଭୁଲା ସ୍ମୃତି,ଆମର ପ୍ରଥମ ଦେଖା।


ସାଙ୍ଗ ମାନେ ଆପଣ ବି ଜାଣିବାକୁ ଇଚ୍ଛା କଲେଣି ନା କେମିତି ଥିଲା ଆମ ପ୍ରଥା ଦେଖା ।

ମୋ ଭାଇ ଆଉ ସିଏ ମାନେ ମୋ ପ୍ରିୟ ମଣିଷ ଏ ଦୁଇ ଜନ ହଷ୍ଟେଲ ବେଳର ସାଙ୍ଗ । ବାସ୍ତବ ମାନେ ମୋ ପ୍ରିୟ ମଣିଷ।

ବାସ୍ତବ ଆସିଥିଲେ ଛୁଟିରେ ,ଭାଇ ସହିତ ଦେଖା ସାକ୍ଷାତ କରିବେ ଆଉ ସାଙ୍ଗ ସହ ଟିକେ ମିଶିକି ଯିବାପାଇଁ ଆମ ଘରକୁ ଆସିଥିଲେ। ସିଏ କେବେ ଆସିଥିଲେ ହୁଏତ ତାଙ୍କର ମନେ ନଥିବ କିନ୍ତୁ ମୋର ଠିକ୍ ମନେ ଅଛି,କହିଲେ ଆମ ପ୍ରଥମ ଦେଖା ମୁଁ କେମିତି ଭୂଳିଯିବି ଯେ । ସିଏ ଆମ ଘରକୁ ଆଗରୁ ବି ଆସିଥିଲେ କିନ୍ତୁ ଆମର କେବେ ଦେଖା ହେଇନଥିଲା କିନ୍ତୁ , ଏ ଥର ଆସିଲା ବେଳକୁ ଭାଇ ଘରେ ନଥାଏ ।

ସେଦିନ ଥାଏ ଇଂରାଜୀ ମାସ mey -2- 2022

ଏ ଦିନ ହିଁ ଆମ ପ୍ରଥମ ଦେଖା ଆମ ଘରେ।


ଘରେ ବୋଉ ମୁଁ ଆଉ ମୋ ସାନ ଭଉଣୀ ଥିଲୁ। ହଟାତ ଆସି ବାସ୍ତବ ପହଞ୍ଚିଲେ ଆଉ ଆମେ ବସିକି ସମସ୍ତେ ସବୁ କଥା ହେଲୁ । କିଏ ଜାଣିଥିଲା ଆମେ ଏମିତି କଥା ହେବା ଭିତରେ ସିଏ ମତେ ତାଙ୍କ ଜୀବନ ସାଥି ଭାବେ ବାଛିନେବେ। କିନ୍ତୁ ସେ କାହାକୁ ବି କହିନଥିଲେ କି ସିଏ ମତେ ତାଙ୍କ ଜୀବନ ସାଥି ପାଇଁ ବାଛିଛନ୍ତି। ଆଉ ସେ ବୋଧେ ମତେ ଭଲ ପାଇବସିଛନ୍ତି। ସେ ଗଲା ବେଳେ କେବେ କେବେ କଥା ହେବା ପାଇଁ ଫୋନ ନମ୍ୱର ଟା ଦେଇ ଯାଇଛନ୍ତି।

ତା ପର ଦିନ କି ଦୁଇ ଦିନ ପରେ ତାଙ୍କ ଗାଁ ପାଖ ରୁ କେହି ଜଣେ ପ୍ରସ୍ତାବ ନେଇକି ଆସିଥିଲେ ମୋ ବାହାଘର କଥା ପାଇଁ । ଟିକିଏ ସମୟ ପରେ ବାସ୍ତବ ଙ୍କ ଫୋନ୍ ଆସିଲା ମୋ ସାନ ଭଉଣୀ ଦୀପା ରିସିଭ କଲା। କେତେ ସମୟ କଥା ପରେ ଦିପା ତାଙ୍କୁ କହିଦେଲା କି ଆଜି ଜଣେ ନାନୀ କୁ ଦେଖିବାକୁ ଆସିଥିଲା ,ଆଉ ସିଏ ତମ ଗାଁ ପାଖ ଲୋକ ।


ସିଏ ମନେ ମୋ ପ୍ରିୟ ମଣଷ ବାସ୍ତବ ଏଇ ଖବର ପାଇ ତାଙ୍କ ମନ ଭାରୀ ଦୁଃଖ ହେଲା । ସିଏ ତାଙ୍କ ମନ କୁ ଦୁଃଖ ରେ ରଖିବାର ଦେଖି ତାଙ୍କ ଘର ଲୋକ ସମସ୍ତେ ପଚାରିଲି କଣ ହେଇଛି ଏମିତି କାହିଁକି ମନ ଦୁଃଖ କରି ବସିଛୁ, ଏ କହିଲେ ନା କିଛି ହେଇନି । ଏମିତି ହଉ ହଉ ସିଏ କହିଲେ ହିଁ ମୁଁ ମୋ ସାଙ୍ଗ ସାଙ୍ଗ ଘରକୁ ଯାଇଥିଲି ।ଆଉ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance