STORYMIRROR

Gitanjali Pujapanda

Tragedy Others

3  

Gitanjali Pujapanda

Tragedy Others

ଲୁହ

ଲୁହ

1 min
144

ହୃଦୟ କୁ କଷ୍ଟ ହେଲା ବୋଲିଆଖିରୁ ଝରିଲା ଲୁହ ସେ ଲୁହ କୁ କିଏ ଦେଖି ନେବ ଭାବି ଲୁହ କୁ ରୋକିଲି ମୁହିଁ।ମାତ୍ର ଲୁହ କି ମୋର ବୋଲ ମାନି ଲା ଓଠ କୁ ଦେଲା ଭିଜେଇ।

ହୃଦୟ ର କଷ୍ଟ ସବୁ ଆଖି ରେ ଲୁହ ହୋଇ ଯାଏ ବୋହି ।ଯେତେ ଚେଷ୍ଟା କଲେ ଲୁହ କି ବୋଲ ମାନଇଟିକେ କଷ୍ଟ ପାଇ ଲେ ଆଖିରୁ ଝରି ପଡିଓଠ କୁ ଦିଏ ଭିଜେଇ।

ସୁଖ ରେ କେତେ ବେଳେ ଝରେ ତ ଦୁଃଖ ରେ ଆଖି କୁ ଓଦା କରେ ।ଜୀବନ ର ପ୍ରତିଟି ସମୟ ର ସାଥି ସିଏ ଯେଉଁ ଆଖିରେ ସବୁବେଳେ ଲୁହ ଆସେ ବୋହି ତୁଳା ପରି ନରମସେ ବ୍ୟକ୍ତି ର ହୃଦୟ ଟି ଅଟେଇ।  

ଆଖିରେ ଲୁହ ଯାହାର ନ ଥାଏ  ପଥର ଠାରୁ ଟାଣ ସିଏବେଳେ ବେଳେ ଜୀବନ ରେ ବେଶୀ ଦୁଃଖ ପାଇଲେ ଆଖି ର ଲୁହ ମଧ୍ୟ ଶୁଖି ଯାଏ ।ସତ ଲୁହ ଆଉ ମିଛ ଲୁହ ଭିତରେ ତଫାତ ଅନେକ ।ସତ ଲୁହ ହୃଦୟ କୁ ମଝ ବୁତ କରେ ଆଉ ମିଛ ଲୁହ ଅନ୍ୟ କୁ କଷ୍ଟ ଦେବା ପାଇଁ ଆଖି ରୁ ଝରେ ନାଟକ ଶୈଳି ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy