ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଲୋଭ

ଲୋଭ

1 min
7.3K


ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା ।

ପାଣି ଭିତରେ ଡେଇଁ ପଡିବା ପରେ ସେ ଦେଖିଲା ଯେ ତାଭିତରେ କୁକୁର ନାହିଁ କି ମାଂସଖଣ୍ଡ ମଧ୍ୟ ନାହିଁ । ଓଲଟି ତା’ର ମାଂସ ଖଣ୍ଡଟି ପାଣିରେ ପଡିଗଲା ଓ ସେ ଯେଉଁ କୁକୁରକୁ ପାଣିରେ ଦେଖିଥିଲା ସେ ତା’ର ପ୍ରତିବିମ୍ବ ମାତ୍ର ।

ଲୋଭ କଲେ କେବଳ ନିଜର ହିଁ କ୍ଷତି ହୋଇଥାଏ ।


Rate this content
Log in

Similar oriya story from Children