STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

କୋକୀର ସିଂହ ସହିତ ବନ୍ଧୁତା

କୋକୀର ସିଂହ ସହିତ ବନ୍ଧୁତା

1 min
3.1K


ଗୋଟିଏ କୋକୀ ତା’ଜୀବନରେ କେବେ ବି ସିଂହ ଦେଖି ନଥିଲା । ତେଣୁ ପ୍ରଥମ ଥର ସେ କୋକୀ ଯେବେ ସିଂହ ଦେଖିଲା ଭୟରେ ଖାଲି ଥରିଲା । ଦ୍ୱିତୀୟ ଥର ସିଂହକୁ ହାବୁଡି ଯିବାରୁ ଦୌଡିଯାଇ ସେ କୋକୀ ଗାତରେ ପଶିଗଲା ।

ମାତ୍ର ତୃତୀୟଥର ସିଂହକୁ ଦେଖି କୋକୀ ତା’ ମନରେ ଖୁବ୍ ସାହସ ବାନ୍ଧିଲା । ଆଉ ସିଂହ ପାଖକୁ ଯାଇ କୋକୀ କହିଲା – ଓଳଗି ମଣିମା ! ହଠାତ୍ ଏକଥା ଶୁଣି ସିଂହ ହସିଦେଲା ।

ଭଲ ବ୍ୟବହାର ପାଇଲେ ବଳବାନ ବି ବନ୍ଧୁ ହେବେ ।


Rate this content
Log in

Similar oriya story from Children