STORYMIRROR

Sunanda Mohanty

Tragedy Inspirational

2  

Sunanda Mohanty

Tragedy Inspirational

କିଏ ବଡ଼

କିଏ ବଡ଼

1 min
196

କଲିକତାରେ ଚାକିରୀ କରିବାକୁ ଯାଇ ଆଉ ଗୋଟିଏ ଝିଅ ବାହାହୋଇ ରହିଗଲା ଅକ୍ରୁର, କେବେ ଭାବିଲାନି ସେ ବିବାହିତ, କେବେ ଭାବି ଲାନି ତାର ମାଆ ବାପାଙ୍କ ପାଇଁ କର୍ତ୍ତବ୍ୟ ଅଛି, ହେଲେ ଯାବତୀୟ ଦୁଃଖ ନିନ୍ଦା ଅପବାଦକୁ ପିଠି କରି ସିଲେଇ ଓ ଛୋଟ ପିଲାଙ୍କୁ ଚଳାଏ ବୋହୁ ସାବିତ୍ରୀ, ବାପାଘର ନେଇଯିବାକୁ ଆସିଥିଲେ ବି ଯାଇନି ସେ, ଏଵେ କରୋନା କାରଣରୁ ବଳି ପଡ଼ିଥିବା ସିଲେଇ କନାକୁ ଯୋଡି ସୁନ୍ଦର ସୁନ୍ଦର ମାସ୍କ ବନେଇ ବିନା ପଇସାରେ ଯୋଗେଇ ଚାଲିଛି ବୋହୂଟି, ତ କିଏ ବଡ, ପୁଅର ପାରିଲାପଣିଆ ନା କାହାଘରର ଝିଅଟିର କୃତଜ୍ଞତା?? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy