Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Jayant Mallick

Romance

3  

Jayant Mallick

Romance

କେବେନବ ବଧୂକରି

କେବେନବ ବଧୂକରି

1 min
11.8K


ଫଗୁଣ ଆସିଲେ ବୃକ୍ଷମାନେ ସବୁ

ବଦଳାନ୍ତି ତାଙ୍କ ରଙ୍ଗ

ପ୍ରେମହେଲାପରେ ପ୍ରେମିିିକଟା କାହିଁ 

ବଦଳଉ ନାହିଁ ଢଙ୍ଗ ।

ଏବେବି ଖେଳୁଛି ଶଢେଇରେ ଖେଳ

ଛୋଟଛୁଆସାଙ୍ଗେ ମିଶି

ଏବେବି ଗଢୁଛି ବାଲିିଘର ସିଏ

ଛୋଟଛୁଆସାଙ୍ଗେ ବସି ।

ଯେତେବୁଝାଇଲେ ବୁୁଝିିକି ଅବୁଝା

ମୋ ଆଗେ ହୁଏସେ ନିତି

ବୁୁଝି ମୁଁ ପାରୁୁନି କେବେସେ ଛାଡିବ

ଏହିସବୁ ନିିତିିିଗତିି ।

ପୂୂୂଣ୍ଣମିି ରାତିରେ ଶଶି ଚାହିଁଥାଏ

ନୀଳ କଇଁକିି ଯେମିତି

ଆସିବା ବାଟକୁ ଚାହିଁଁରହିଥାଏ

ପ୍ରିୟତମା ମୋ ସେମିିତି ।

ଦେଖିଦେଇ ମତେ ଅଳ୍ପ ହସିଦେଇ

ତରତର ଯାଏ ଚାଲି

ଆଖିଇସାରାରେ କହିିିଦିଏ ମତେ

କେବେନବ ବଧୂକରି ।


Rate this content
Log in

More oriya story from Jayant Mallick

Similar oriya story from Romance