STORYMIRROR

Sukanta Patra

Romance

3  

Sukanta Patra

Romance

ଜାରଜ ସନ୍ତାନ

ଜାରଜ ସନ୍ତାନ

1 min
173

ଷୋଳଟି ଫଗୁଣ ର ପାହାଚରେ ଉପନିତ 

ହୋଇ ଏକାକୀ ନିରୋଳା ରେ ବାଲକୋନୀ ରେ 

ବସି ନୀଜ ଦେହକୁ ଚାହିଁ ହସୁଥାଏ ମାନସୀ,କାହିଁକି ତାର ଏ ଦେହ ର ପରିବର୍ତ୍ତନ କିଛି ବୁଝି ପାରୁନି ସେ , କାନ୍ଥ ଘଡୀ କୁ ଚାହିଁ 

ଚମକି ଉଠିଲା,ଆରେ ସ୍କୁଲ ଟାଇମ୍ ହୋଇ ଗଲାଣି ତର ତର ହୋଇ ଦୁଇ ଥର ମୁହଁ ରେ

ଦେଇ ସାଇକେଲ ଧରି ବାହାରି ଆସିଲା ,ବୋଉ ପଛରୁ ଡାକ ପକେଇଲା ଆରେ

ଖାଇଲୁ ନାହିଁ କାହିଁକି, ପାଣି ବଟଲ ଟା

ତ ନେଇ ଯା ପଛକୁ ଫେରି ବୋଉ

ହାତରୁ ବଟଲ ନେଇ ବ୍ୟାଗ ରେ ରଖିଲା

ପରେ ସାଇକେଲ ଆଗକୁ ଗଡ଼ାଇ ଦେଲା।


  କଂଚା ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତା

ରେ ପହଞ୍ଚି ବାକୁ ଆଉ ଦଶ ମିନିଟ ଲାଗିବ

ବେଳ ଡେରି ହୋଇ ଗଲାଣି, ଆଜି ପୁଣି 

ସେ ଗୋଲଖ ମାଷ୍ଟର ବାହାରେ ଠିଆ କରାଇ 

ଦେବ , ଭୟରେ ସାଇକେଲ ବେଗ ବଢ଼େଇଲା ମାନସୀ ,ଦଶମ ଶ୍ରେଣୀର ଛାତ୍ରୀ

ମାନସୀ ,ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ 

 ମଧ୍ୟ ରେ ପଢିବା ରେ ସବୁଠାରୁ ଆଗରେ

ରୁପରେ ବି କୋୖଣସି ପରି ଠାରୁ କମ୍ ହେବନି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance