Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Susil Pani

Romance

2  

Susil Pani

Romance

ଏକତରଫା ପ୍ରେମ

ଏକତରଫା ପ୍ରେମ

2 mins
431


  

ପ୍ରେମ କେତେବେଳ, କେଉଁ ସମୟରେ,କାହାର କାହା ସାଥିରେ ହୁଏ କିଛି ବାଡ ବତା ନଥାଏ। ପ୍ରେମ ନା ଦେଖେ ଜାତି ଅଜାତି ,ବୃଧ କି ଜୁବକ ,ସୁନ୍ଦର କି ଅସୁନ୍ଦର,ଧନି କି ଦରିଦ୍ର ,ଉଚ କି ନିଚ କିଛି ବି ନୁହେ।କେତେବେଳେ କାହା ହୃଦୟ ସହିତ କାହା ହୃଦୟ ମିସି ଜାଏ ତାହା ପ୍ରେମରେ ପରିଣତ ହୁଏ ।

ଏମିତି ଦେଖିବାକୁ ଗଲେ ପ୍ରେମ ବିବାହ ସଫଳ କି ବିଫଳ କହିବା ବଡ ମୁସକିଲ । କାଈଁକିନା କେତେଜଣ ପ୍ରେମରେ ହୁଏତ ସଫଳ ହୋଈପାରନ୍ତି ।ବିବାଘର ବି ହୁଏ କିନ୍ତୁ ସାସାଂରିକ ଜିବନରେ ବିଫଳ ହୁଅନ୍ତି ।ବିବାହ ବିଛେଦ ଘଟେ । ତା ପରେ ସେମାନଙ୍କ ଜିବନ ଅତି ଦୃବିସୟ ହୋଈପଡେ ।

 ଏକ ତରଫା ପ୍ରେମ ବିଷୟରେ କହୁଛି ଗୋଟେ ଗପ ।

   ସିଲୁ ଆଉ ସିଲା କେହି କହାକୁ ଦଶମ ଶ୍ରେଣି ପରିକ୍ଷା ହଲରେ ଦେଖା ଚାହାଁ କିନ୍ତୁ କିଏ କାହା ବିସୟରେ ସଠିକ ଜାଣି ନଥାନ୍ତି ,କାହିଁକିନା ସିଲୁ ଗୋଟେ ସ୍ଲୁଲର ଛାତ୍ର ଆଉ ସିଲା ଅନ୍ୟ ଏକ ସ୍ଲୁଲର ଛିତ୍ରି । ଏକ୍ରତ୍ର ପରିକ୍ଷା ଦଉଥିବା ସମୟରେ ଧିରେ ଧିରେ ଜଣାସୁଣା ତାହା ପୁଣି ସିଲୁକୁ ଯେଉଁ ସଟ୍ କୋସଚିନ୍ ନଆସୁଥିଲା ସେ ସିଲାକୁ ପଚାରିଥିଲା ଉତର ତାକୁ ବତେଈବା ପାଈଁ ହେଲେ ଦ୍ରୁଭାଗ୍ୟକୁ ସିଲୁ ଫଚାରିଥିବା ପ୍ରସ୍ମର ଉତର ସିଲା ଜାଣି ନ ଥିଲା ।ସିଲୁ ପରିକ୍ଷା ହଲରେ ଈନଭିଲେଟରଙ୍କ ଡରରେ ଚୁପ ଚୁପ ପ୍ରସ୍ମ ର ଉତର ପଚାରୁ ଥାଏ ସିଲା କୁ ଚାହିଁ । ହେଲେ ସିଲା କୁ ଉତର ଜଣା ନାହିଁ ବୋଲି ସିଲୁ ଜାଣି ପାରୁ ନଥାଏ, କାହିକିନା ସିଲୁ ପ୍ରସ୍ନ ପଚାରିବା ପରେ ସିଲା ହସିକରି କିଛି କୁହେନି ।ସିଲୁ ଭାବେ ସିଲାକୁ ସୁଭୁନି ବୋଧେ କାଈଁକିନା ସିଲୁ ପ୍ରଥମଧାଢିର ତୃତିୟ ବେଞ୍ଚରେ ବସିଥିବା ବେଳେ ସିଲା ତାର ବିପରିତ ପାଶ୍ବର ପଞ୍ଚମ ଧାଡିର ବେଞ୍ଚରେ ବସିଥାଏ ।ଏମିତି

ଚାରି ପାଞ୍ଚ ଥର ଏକା କୋସଚିନ ପଚାରିବା ଆଉ ସିଲା ତା ଉତର ନଦେଈ ପ୍ରଥମ ତିନିଥର ଚୁପ ରହିବା ପରେ ସଭା ଦୁଈଥର ହସିବା ଭିତରେ ସିଲୁ ର ସିଲା ପ୍ରତି ଆକର୍ଶଣ ଭାବ ଜାତ ହୋଈଛି ।ତାପରେ ସଭା ଶେଷଦିନ ପରିକ୍ଷା ସଳିବା ପରେ ।ସିଲୁ ତାର ଏକ ବିସୋସ୍ତ ନିଜ ସ୍ଲୁଲ ସାଙ୍ଗକୁ ଭେଟିବା ସମୟରେ ସିଲୁ ଶିଲା ନିଜର ପରୋକ୍ଷରେ ଖାଲି ସ୍ଲୁଲ ନାଁ ଜାଣିଛନ୍ତି ।

ହେଲେ ଦୁରଭାଗ୍ୟକୁ ଦୁହେଁ ଦୁହିଁଁଙ୍କର ନାମ କି ଠିକଣା ଜାଣି ନାହାନ୍ତି । ପରିକ୍ଷା ସରିଲା ପରେ ସିଲୁ ନିଜ ମେସକୁ ଚାଲିଆସେ ,ସେହିପାଖ ରାସ୍ତାଦେଈ ସିଲା ଟ୍ରେକରରେ ତା ସ୍ଲୁଲ ସହପାଠିମାନଙ୍କ ସହ ଜିବା ସମୟରେ ସିଲୁକୁ ଦେଖି ବିଦାୟ ସମ୍ବରଧନା ଜଣିଈ ହାତ ହଲାଏ । ସିଲୁ ସିଲାକୁ ମଦ୍ଧ ପ୍ରତି ସମ୍ବରଧନା ଜଣାଈ ହାତ ହଲାଈ ବିବାୟ ଜଣାଏ । ଦଶମ ପରିକ୍ଷା ପରେ ଛୁଟି ପଡେ ରେଜଲଟ ବାହାରିବା ପଜ୍ୟନ୍ତ ।ତେଣୁ ସିଲୁ ସିଲାର ସେଈ ହସ ହସ ମୁହଁକୁ ମନ ପକାଈ ବହୁତ ଝୁରେ ସିଲାକୁ ।ତାପରେ ତାର ସ୍ଲୁଲ ଆଡ୍ରେସରେ ଅନେକ ଚିଠି ପଠାଏ ହେଲେ ଉତର ପାଏନି ତେଣୁ ହେ ଅଧଯ୍ୟ ହୋଈ ତାକୁ ଭେଟିବାକୁ ସ୍ଲୁଲ ଜାଏ ଆଉ ତାର ନାଁ କି ଠିକଣା ଜାଣିନଥିବାରୁ ,ସ୍ଲୁଲର ଅଧନସ୍ଥ କର୍ମଚାରିଙ୍କୁ ତାର ଠିକଣା ମାଗେ ଆଉ ତାର ସ୍ଲୁଲ୍ ପାଖ ସହରରେ ବହୁତ ଖୋଜେ ହେଲେ ନପାଈ ନିରାସ ହୋଈ ଫେରେ। ହେଲେ ତିର ଅବଶୋଷ ରହିଜାଏ କି ସେ ତାର ପରିକ୍ଷା ସରିଲା ପରେ ଦିତିୟ ଥର ସେ ସିଲାର ଭେଟ ପାଏନି ତେଣୁ ତା ପ୍ରେମ ପ୍ରେମରେ ହିଁ ରହିଜାଏ। 



Rate this content
Log in

More oriya story from Susil Pani

Similar oriya story from Romance