STORYMIRROR

Saswati Samal

Inspirational Abstract Others

2  

Saswati Samal

Inspirational Abstract Others

ଛୋଟ ଗଳ୍ପ-ସ୍ବାଧିନତା

ଛୋଟ ଗଳ୍ପ-ସ୍ବାଧିନତା

1 min
14.2K


ନାରୀ ର ଅର୍ଥ କଣ ?

ସେ କେତବେଳେ ମା ,ପତ୍ନୀ ରୂପରେ ତ କେତେବେଳେ କନ୍ୟା,ଓ ଭଗିନୀ ରୁପରେ ପୁରୁଷ ଜୀବନ କୁ ପରିପୂର୍ଣ୍ଣ କରିଥାଏ | ତା’ର ପ୍ରେମ ଓ ବଳିଦାନ ର ମୁଲ୍ୟ କେହି ବୁଝନ୍ତି ନାହିଁ ,ବର୍ତ୍ତମାନ ସମୟରେ ନାରୀ ସଶସ୍ତ୍ରିକରଣ ବିଷୟ ରେ ବହୁତ କିଛି କୁହାଯାଉଛି ମାତ୍ର ଏବେବି ଏଇ ପୁରୁଷପ୍ରଧାନ୍ୟ ସମାଜରେ ତା ପ୍ରତି ଜେଲ୍ ରେ ବନ୍ଦ ଥିବା କଏଦୀ ଅଥବା କିଣା ଯାଇଥିବା କ୍ରିତଦାସୀ ପରି ବ୍ୟବହାର କରାଯାଉଛି|

ଯଦି ଏଥିରେ ସେ ପ୍ରତିରୋଧ କରୁଛି କିମ୍ବା ନିଜ ସ୍ବାଧିନତା ପାଇଁ ସ୍ବର ଉଠାଉଛି ତା ହେଲେ ସମସ୍ତଙ୍କ ଆଖିରେ ସେ ଦୋଷୀ ରୁପେ ବିବେଚିତ ହେଉଛି |ସେହିପରି ଜଣେ ନାରୀର ଦୁଃଖ, ବେଦନାକୁ ଏଇ କାହାଣୀ ରେ ଦର୍ଶାଯାଇଛି|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational