STORYMIRROR

Bidyadhar Dalabehera

Abstract

3  

Bidyadhar Dalabehera

Abstract

ବନ୍ଧୁ ଓ ପରିବାର

ବନ୍ଧୁ ଓ ପରିବାର

1 min
540

ମନୁଷ୍ୟ ଏକ ସାମାଜିକ ସଂଗଠିତ ପ୍ରାଣୀ ଅଟେ. ଆମର ମନ ସଦା ସର୍ବଦା ସାଙ୍ଗ ସାଥୀଙ୍କ ଗହଣରେ ରହିବାକୁ ଇଚ୍ଛା କରେ.

ଜନ୍ମ ପରେ ମା ହିଁ ପ୍ରଥମ ବନ୍ଧୁ ହେଇଥାଏ. ତାପରେ ବାପା ଏବଂ ଭାଇ ଭଉଣୀ ବନ୍ଧୁ ହେଇଯାନ୍ତି. କିଶୋର ବୟସରେ ବାହାର ସାଙ୍ଗ ସାଥି ଏବଂ ଯୌବନ ରେ ପାଦ ଦେବା ପରେ ସହ ଧାର୍ମିଣୀ ବନ୍ଧୁ ହେଇଥାନ୍ତି ସବୁ ବନ୍ଧୁ ମାନଙ୍କ ମଧ୍ୟରେ ମା ହିଁ ଶ୍ରେଷ୍ଠ ବନ୍ଧୁ ଅଟନ୍ତି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract