STORYMIRROR

Sunanda Mohanty

Tragedy

2  

Sunanda Mohanty

Tragedy

ବାକି ରହିଗଲା ରାକ୍ଷୀ

ବାକି ରହିଗଲା ରାକ୍ଷୀ

1 min
19

ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଆସି ମିନତୀ ଚମକି ପଡିଲା, କରୋନାରେ କୁଆଡେ ଯାଇନପାରି ପୋଲିଓ ଆକ୍ରାନ୍ତ ଭାଇଟିର ଅବସ୍ଥା ସାଂଘାତିକ, ବାପାମାଆଙ୍କ ଦେହାନ୍ତ ପରେ ସିଟି କରି ଚାକିରୀ କରି ଭଲ ପାଇ ବାହାହୋଇଯାଇଥିବା ମିନତୀ ଆଜି ତା ଭୁଲ ବୁଝିପାରି ଫେରିଆସିଛି ଭାଇକୁ ନେଇଯିବାକୁ, ହେଲେ, ହସ୍ପିଟାଲ ନେଇ ଦେଖେଇବାରେ କରୋନା ପଜିଟିଭ, ଆଉ ପ୍ଲାଜମା ଥେରାପି ପାଇଁ ସବୁ ବନ୍ଦୋବସ୍ତ କରିଥିଲେ ବି, ଭାଇଟି ବଞ୍ଚିନଥିଲା, ଭୋଭୋ ହୋଇ ମିନତୀ କାନ୍ଦୁଥିଲା କେବଳ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy