ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅତ୍ୟାଚାରୀ ମାଲିକ

ଅତ୍ୟାଚାରୀ ମାଲିକ

1 min
7.3K


ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ ।

ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ ଉଠିବେ ନାହିଁ, ସେଥିପାଇଁ ସିଡି ପକାଇ ଘର ଉପରେ ଚଢି ଥରେ ଥରେ ବାଉଳାରେ ରାତିଅଧରୁ ସେ ବୁଢୀ ଗଞ୍ଜା ଯେଉଁଠୁ ବୋବାଏ ସେଇଠି ବସି ଦୁଇଦାସୀଙ୍କ ନାମଧରି ଚିତ୍କାର କଲା । ଗଞ୍ଜା ମଲାପରେ ବି ବିଚାରୀମାନଙ୍କୁ ରାତିଅଧରୁ ଉଠିବାକୁ ପଡିଲା ।

ପାପକଲେ ଦଣ୍ଡ ବଢେ ।


Rate this content
Log in

Similar oriya story from Children