Saroj Kumar Sahoo

Romance

2  

Saroj Kumar Sahoo

Romance

ଅତି ସୁନ୍ଦର ଲାଗେ ଶୀତ ଦିନର ସକାଳ!

ଅତି ସୁନ୍ଦର ଲାଗେ ଶୀତ ଦିନର ସକାଳ!

1 min
45


ଅତି ସୁନ୍ଦର ଲାଗେ ଶୀତ ଦିନର ସକାଳ

ଅତି ଲୋଭ ଭରା ସେ ସକାଳ

କୁହୁଡି ର ଭରା ସେ ସକାଳ ସୁନ୍ଦର ତା  

ଅତି ଆନନ୍ଦ ତାଙ୍କ ଚମକ୍ ।


ସକାଳ ଝରକା ଫାଙ୍କ ସେ ପହିଲି ଚମକ୍ କୁୁୁୁହୁଡି

ଆଖି କୁ ଅତି ସୁନ୍ଦର ଲାଗେ

ଶୀତ ଦିନର ଶୁଖିଲା ପବନରେ ଭାସି ଆସୁଛିି

ଆଖି ଆଗରେ ନାଚିି ଜାଉଛିି

ଆନନ୍ଦ ଉଲ୍ଲାସରେ ଗାଁ ଦାଣ୍ଡରେେ ତୁମ ସୁୁନ୍ଦରତା ।


Rate this content
Log in

Similar oriya story from Romance