ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅକୃତଜ୍ଞକୁ ଶାସ୍ତି

ଅକୃତଜ୍ଞକୁ ଶାସ୍ତି

1 min
7.5K


ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା ।

ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା ।

ଏଥିରେ ରାଗିଯାଇ ସେ ଲୋକଟି କୁକୁରକୁ ପୁଣି ପାଣିରେ ପକାଇ ଦେଲା ।

ଅକୃତଜ୍ଞକୁ ଶାସ୍ତି ଦେବାହିଁ ଦରକାର ।


Rate this content
Log in

Similar oriya story from Children