Himalini Hota

Tragedy

2  

Himalini Hota

Tragedy

ଅଭିଶପ୍ତ ପଲଙ୍କ

ଅଭିଶପ୍ତ ପଲଙ୍କ

1 min
242


ଭଞ୍ଜନଗର ଉପକଣ୍ଠ ଠାରୁ ଟିକେ ଭିତରକୁ ଗଲେ ପଡେ, ପାହାଡ଼ ପର୍ବତ ଘେରା ସବୁଜ ବନାନୀ ପରିବେଷ୍ଟିତ କୁରୁମ ପଢାଳ ନାମକ ଏକ ଅଖ୍ୟାତ ପଲ୍ଲୀ।ସେହି ପଲ୍ଲୀ ର ଶୋଭା ବର୍ଦ୍ଧନ କରୁଥାଏ ଅଙ୍କା ଵଙ୍କା ହୋଇ କୁଳୁକୁଳୁ ତାନ କରି ବୋହି ଯାଉଥିବା ବଡ଼ ନଦୀ। ପଲ୍ଲୀ ର ଲୋକ ସଂଖ୍ୟା ପ୍ରାୟ ହଜାରେ ଜଣ। ସେହି ଗ୍ରାମରେ ବିପ୍ର ପାହାନ(ଛଦ୍ମ ନାମ) ନାମକ ଜଣେ ବ୍ୟକ୍ତି ସପରିବାରେ ବାସ କରୁଥାନ୍ତି।ଦୁଇ ପୁଅ ଓ ଦୁଇ ଝିଅ କୁ ନେଇ ତାଙ୍କର ହସ ଖୁସୀ ର ସଂସାର।ବିପ୍ର ପାହାନ ବି ଆଠ ଖଣ୍ଡ ଗାଁ ର ମୁଖିଆ, ତା ସାଙ୍ଗକୁ ତେର ଶହ ଏକର ଜମି ର ମାଲିକ।ଭାରି ନା ଡାକ ଥାଏ ତାଙ୍କର ଗାଁ ରେ।ଯେତେ ସବୁ ଗାଁର ମାଲି ମକଦ୍ଦମା,ହାନି ଲାଭ ସେ ଗାଁ ଭିତରେ ହିଁ ସମାଧାନ କରି ଦିଅନ୍ତି।ଗାଁ ବାହାରକୁ ଖବର କେବେ ଯାଇ ହିଁ ନ ଥାଏ । ବିବାହ ବୟସ ଉପନୀତ ହୁଅନ୍ତେ ନିଜ ଜ୍ୟୋଷ୍ଠ

ପୁତ୍ର ର ବାହାଘର କରାନ୍ତି ପାହାନ ବୁଢା ,ପୋଡ଼ଶୀ ଗ୍ରାମ ର ରଙ୍କ ପାହାନ ଙ୍କ କନିଷ୍ଠl କନ୍ୟା ପାର୍ବତୀ ଙ୍କ ସହ।ଝିଅ ନୁହେଁ ତ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଟିଏ।ବାହାଘର ସରିଥାଏ ।


Rate this content
Log in

Similar oriya story from Tragedy