STORYMIRROR

Sk Sethy

Romance

3  

Sk Sethy

Romance

ଯେବେ ତୁମେ ଆସ

ଯେବେ ତୁମେ ଆସ

1 min
139

ସବୁ ରଙ୍ଗ ଫିକା ଲାଗେ

   ଯେବେ ଲାଗେ ତୁମ ଗୋରା

 ଦେହେ ପ୍ରେମ ରଙ୍ଗରେ....


ସବୁ ଋତୁ ନୂଆ ଲାଗେ

   ଯେବେ ଫୁଟେ ତୁମ ଓଠେ

 ଫୁଟେ ଖୁସିର ପାଖୁଡ଼ାରେ...


ସବୁ ରାତି ପ୍ରୀତି ଲାଗେ

   ଯେବେ ଆସ ଅଳସୀ ଭାଙ୍ଗି

 ମୋ ସ୍ଵପ୍ନ ଭିତରେ...


ସବୁ ରାସ୍ତା ଗୋଲାପି ଲାଗେ

   ଯେବେ ପାଦ ଥାପି ଆସ

 ମୋ ଫେରିବା ବାଟରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance