STORYMIRROR

Sk Sethy

Romance

3  

Sk Sethy

Romance

ମୋ ପ୍ରଥମ ପ୍ରେମ

ମୋ ପ୍ରଥମ ପ୍ରେମ

1 min
153

ପ୍ରଥମ ପ୍ରେମର ପ୍ରଥମ କାହାଣୀ

ହୃଦୟରେ ରହି ଯାଏ...

ପ୍ରଥମ ସ୍ଵପ୍ନର ପହିଲି ବର୍ଷାରେ

ଆଖି ମନ ଓଦା ହୁଏ..


ପ୍ରଥମ ଲେଖାର ପହିଲି ରଜରେ

କବିତାଟେ ଲେଖା ହୁଏ...

ସେହି କବିତାର ନାୟକ ନାୟିକା

ମନ୍ଦିରରେ ଭେଟ ହୁଏ...


ଆଗକୁ ଅଗକୁ ଆଖିରେ ଆଖିରେ

କଥା ଦିଆ ନିଆ ହୁଏ...

ଆଖିର କଥାକୁ ଓଠେ ଆଣିବାକୁ

ସମୟ ଯେ ଲାଗି ଯାଏ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance