STORYMIRROR

RAKESH CHANDRA PRADHAN

Tragedy

4  

RAKESH CHANDRA PRADHAN

Tragedy

Viral virus

Viral virus

1 min
49

ଅଦୃଶ୍ୟ ରାକ୍ଷସ ରକ୍ତ ମୁଖା ସାଜି 

           ଧରାକୁ ଦେଲାଣି ଗ୍ରାସି,

ଆନନ୍ଦ ପାଉଛି ଜଗତକୁ ନାସି

           ଭୟଭୀତ ବିଶ୍ୱବାସୀ

      ପ୍ରତିଶୋଧ ନିଏ ହସି ହସି, 

ପ୍ରକୃତି ସହିତ ପ୍ରତାରଣା କରି

            ମଣିଷ ଯିବ କି ଖସି.

ମଣିଷ ସତରେ କେମିତି ବଞ୍ଚିବ

            ନିଶ୍ଵାସ ନେବାକୁ ଡରି, 

କୋଉଠୁ କେଜାଣି କେମିତି ଆସିଲା 

             ଭାଇରସ୍ ଭୟଙ୍କରୀ

     ଏଠି କରୋନା ବିପଦ ଭାରି, 

ଦୟା କରି ପ୍ରଭୁ ପୁଣି ଅବତାରି

           ରୋକି ଦିଅ ମହାମାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy