STORYMIRROR

Tushar kanta sahoo

Romance

3  

Tushar kanta sahoo

Romance

ତୁମେ!

ତୁମେ!

1 min
233


 ମୋ ଅସଜଡା ମନର 

          ତୁମେ ସାଇତା ସ୍ମୃତିଟେ,

ମୋ ଅସ୍ତବ୍ୟସ୍ତ ନୟନର

          ତୁମେ ଅଫୁରନ୍ତ ପ୍ରୀତିଟେ,

ମୋ ଭଙ୍ଗାରୁଜା ମସ୍ତିଷ୍କର 

          ତୁମେ ଶେଷ ଇତିଟେ

ମୋ ଅଙ୍କାବଙ୍କା ପାଦର

          ତୁମେ ସୁଗମ ଗତିଟେ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance