STORYMIRROR

Srinivas Bishoyi

Tragedy

3  

Srinivas Bishoyi

Tragedy

ତୁମ ସ୍ମୃତି

ତୁମ ସ୍ମୃତି

1 min
113

ତୁମେ ଥିଲ ଜୀବନରେ ଥିଲା କେତେ ଖୁସି, ସମୟ ବି ବିତୁଥିଲା ନିତ୍ୟ ହସି ହସି।

ଆଜି ତୁମେ ଚାଲିଗଲ କରିଦେଇ ଏକା, ଲାଗୁଛି ଜୀବନେ ପାଇଲି ଗୋଟେ ଶକ୍ତ ଧୋକା।

ହୃଦୟରେ ମୁଁ ସାଇତିଛି ତୁମ କିଛି ସ୍ମୃତି, ତହୁଁ ଅସହ୍ୟ ହେଲାଣି କି ବେଦନା ର ତାତି।

ତଥାପି କାହିଁ ଲାଗେ ଖୁସି କାରଣ ହେଉଛି, ସତେକି ଭୁଲ୍ କରି ଆଜି ପାଉଛି ମୁଁ ଶାସ୍ତି।

ଆଶାକରେ ଏପରି ଭୁଲ୍ କରିବେନି କେହି, ଜାଣ ଏହିପରି ଭୁଲ୍ ର ପଶ୍ଚତାପ ନାହିଁ।

ସତେ ପଶ୍ଚତାପ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy