Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani Swain

Romance

3  

Bhabani Swain

Romance

ତୁମ ରୂପର ବର୍ଣ୍ଣନା

ତୁମ ରୂପର ବର୍ଣ୍ଣନା

1 min
165


ତୁମର ଏ ରୂପ ସୁନ୍ଦର ଅନୂପ

      ଗଢିଦେଇଛନ୍ତି ଈଶ୍ୱର  

ଏ ରୂପରେ ତୁମେ ସୁନ୍ଦରର ତୃପ୍ତି 

        ନାହିଁ ତୁମ ରୂପାନ୍ତର ।

ରୂପ ରାଇଜର ତୁମେ  

    ସଜ ଫୁଟା ଫୁଲ ।

କିଏବା ପାରିବ କଳି  

   ରୂପ ତୁମ ଅମୂଲ ମୂଲ ।

ଫଗୁଣରୁ ତୁମେ ଫଗୁ ତ ଆଣିଛ  

        ବସନ୍ତରୁ ପ୍ରୀତି ବାସ ।

ସବୁବେଳେ ତୁମେ ତୃପ୍ତି ରହିଥାଅ  

   ତୁମ ଓଠେ ଥାଉ ସଦା ଏହି ଅସରନ୍ତି ହସ । 



Rate this content
Log in

Similar oriya poem from Romance