STORYMIRROR

Sanjukta Kamudi

Tragedy

3  

Sanjukta Kamudi

Tragedy

ତୁ ଗଲା ପରେ

ତୁ ଗଲା ପରେ

1 min
198


ତୁ ଗଲା ପରେ ନାହିଁ ମୋ ଜୀବନେ ଯନ୍ତ୍ରଣା

      ବିତୁନି ରାତି ମୋ ହୋଇ ଅନାବନା

କଥା ଥିଲା ସାଥୀ ହୋଇ ଚାଲିବାକୁ ବାଟ

     କଥା ଦେଇ ରଖି ପାରିଲୁନି କେମିତି ସାଥୀ ଅଟୁ ମୋର।

ଆଉ ଦେଖିବାକୁ ଚାହୁଁନି ସେ ମିଛ ସ୍ବପ୍ନ

    ସ୍ବପ୍ନ ଦେଖିଲେ ପୂରଣ ହେଲେ ଲାଗିବ ପାଇଛି ଜମାନା

ସେ ସ୍ବପ୍ନ ଅପୂର୍ଣ୍ଣ ହେଲେ ମୁଁ ଭାବିବି ଆପଣେଇ ନେଲି ପ୍ରତାରଣା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy