STORYMIRROR

Priyal Ashar

Romance

2  

Priyal Ashar

Romance

ଥରେ

ଥରେ

1 min
13.8K


ଥରେ ପଚାରିଥା’ନ୍ତ ତୁ କେମିତି ଅଛୁ...

ଥରେ ପଚାରିଥା’ନ୍ତ ତୁ ଶୋଇଲୁ କି ନାହିଁ...

ଥରେ ମୋ କଥା ଭାବି ଥା’ନ୍ତ...

ଥରେ ମୋ କଥା ମନେ ରଖି ଥା’ନ୍ତ

ଥରେ ମୋ ପାଖକୁ ଆସି ଥା’ନ୍ତ...

ଥରେ ମତେ ସାମ୍ନାରେ ଦେଖି ଥା’ନ୍ତ

ଥରେ କିଛି କହି ଥା’ନ୍ତ...

ଥରେ ମୁଁ କଣ କହିବାକୁ ଚାହେଁ ଶୁଣି ଥା’ନ୍ତ

ଥରେ ମୋର ହାତ ଧରି ଥା’ନ୍ତ...

ଥରେ ଖାଲି ମତେ କଷ୍ଟ ଦେଇ ନଥା’ନ୍ତ

ଥରେ ନିଜର ହିଁ କଥା ଭୁଲି ନଥା’ନ୍ତ...

ଥରେ ଭଲ ପାଇବା ମାନେ କଣ ବୁଝି ଥା’ନ୍ତ

ଥରେ ମତେ ଡାକି ଥା’ନ୍ତ...

ଥରେ ଆସିକି ଏମିତି ଛାଡିକି ଯାଇ ନଥା’ନ୍ତ

ଥରେ ସତ କଥା କଣ ବୁଝି ଥା’ନ୍ତ

ଥରେ ଥରେ ଥରେ...

ଥରେ ମୋ ହାତ ଧରି କି ଦେଖ

ମୁଁ ପୁରା ଦୁନିଆକୁ ଏକ ହାତରେ ଜିଣି ନେବି

ଜୀବନରେ ଥରେ ହିଁ ସୁଯୋଗ ମିଳେ

ଆଉ ଜୀବନରେ ଥରେ ହିଁ ଭଲ ପାଇବା ହୁଏ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyal Ashar

ଥରେ

ଥରେ

1 min ପଢ଼ନ୍ତୁ

Similar oriya poem from Romance