STORYMIRROR

Rudra Narayan

Abstract

2  

Rudra Narayan

Abstract

ସତରେ ତୁମେ ଚାଲିଯିବ

ସତରେ ତୁମେ ଚାଲିଯିବ

1 min
276

ସତରେ ତୁମେ ଚାଲିଯିବ

ମୁ ଭାବିଥିଲି 

ତୁମ ପରି ଜଣେ ହେବି 

ତମ ସାହିତ୍ୟ ର ସମୁଦ୍ର ରେ ବୁଡି ରହିବି 

ମୁ ଭାବିଥିଲି 

ତୁମ ପରି ଜଣେ ହେବି 

ତୁମ ଗଣିତ ର x ହୋଇଯିବି 

ତୁମେ ଥିଲ ଦର୍ଶନ ଶାସ୍ତ୍ର ର ଗନ୍ତାଘର 

ମୃତ୍ୟୁ ର ଥିଲା ବାଜିଗର 

ହେଲେ ଆଜି ମୃତ୍ୟୁ ଲୋକେ ତୁମେ ବାସ କର.

ମୁ ଭାବିଥିଲି 

ତୁମ ପରି ଜଣେ ବନାଇବ

ତୁମ ଦର୍ଶନ ର ଜ୍ଞାନ ରେ 

ମୋତେ ତୁମ ପରିଦର୍ଶୀ ବନାଇବ 

ମୁ ଭାବିଥିଲି

ମୋତେ ତୁମ ଭଳି ଜଣେ ବନାଇବ

ତୁମ ଗଣିତ ରେ କଷି ହେବା ପାଇଁ 

ମୋତେ ତୁମେ ତୁମ ଆଶକ୍ତି ଦେବ 

ମୁ ଭାବିଥିଲି 

ମୋତେ ତୁମ ଭଳି ଜଣେ ବନାଇବ 

ତୁମ ସାହିତ୍ୟ ର କ୍ଷୀର ସମୁଦ୍ର ରେ 

ମୋତେ ତୁମ ଧ୍ୟାନ ଦେବ 

ମ ଭାବିଥିଲି 

ବିଧି ର ବିଧାନ ଶିଖାଇବ

ନଥିଲା ଯେ ବିଧି 

ହେଲା ଯେ ବିଧାନ 

କେ ଯାଣେ ତୁମେ ଚାଲିଯିବ

ବେଳ ଗଣୁ ଥିଲି 

ଆସିଲା ବିପଦ 

ମୃତ୍ୟୁଞ୍ଜୟ ଆଜି ମୃତ୍ୟୁ ର ଦ୍ୱାରେ 

କେ ଜାଣିଥିଲା 

ସତରେ ଯେ ତୁମେ ଚାଲିଯିବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract