Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudra Narayan

Abstract Others

5.0  

Rudra Narayan

Abstract Others

କିଛି କଥା କିଛି ବ୍ୟଥା

କିଛି କଥା କିଛି ବ୍ୟଥା

1 min
227


ମା,

ତୁମେ ସ୍ମୃତି ,ତୁମେ ଶୃତି 

ପୁରାଣର ମହା ଗୀତି 

ତା କେବେ ବ୍ରହ୍ମର ଆଦ୍ୟ ଅକ୍ଷରର ମହନୀତି 

ମା ,

ତୁମେ ଚିର ଶାଶ୍ୱତ 

ନିର୍ମଲତାର ପ୍ରତୀକ ତୁମେ 

ପ୍ରତିଟି ମୁହୂର୍ତ୍ତ ତୁମକୁ ନମେ 

ମା,

ତୋ ଆନ୍ତରିକତାର ମୋହରେ 

ଅପୂର୍ଣ୍ଣତାରେ ପୂର୍ଣ୍ଣ ତୋ ଜୀବନ 

କିଛି କଥା ଆଉ କିଛି ବ୍ୟଥା .




Rate this content
Log in

Similar oriya poem from Abstract