swati Pragyan ratha
Classics
କି ସୁନ୍ଦର ଆହା ମୋର ଏଇ ଘର
କି ବର୍ଣ୍ଣନା କରିବି ଆଜି ତୋର
ଝାଟି ମାଟି କାନ୍ଥ ସ୍ନେହର ସରଗ
ଗଢ଼ନ୍ତି ଏଇଟି ଆଶାର ମିନାର ।
ସେଠି ରହିଥାଏ ମଧୁମୟ ସ୍ମୃତି
ତାକୁ ଛାଡି ଯିବାକୁ ମୁଁ ରାଜି ନୂହେଁଟି
ତୁହିତ ସାଙ୍ଗରେ ତୁହିତ ସାଥି
ସଦା ରହିଥିବୁ ଛାଇ ପରିକି ।
ଦୁହିତା
ସ୍ନେହର ସରାଗ
ଏ ଦୁନିଆଁ ଖୋଲା ମଞ୍ଚ ଏ ଦୁନିଆଁ ଖୋଲା ମଞ୍ଚ
ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା ରୋଚିକା, ମୋଚିକା, ଜିତା, ଅପରାଜିତା । ଏମିତି ଅପୂର୍ବ ରଙ୍ଗେ ରଥ ରଥରେ ତ ଖଞ୍ଜା ନାଲି ଘୋଡ଼ା ଚାରିଟା ରୋଚିକା, ମୋଚିକା, ଜିତା, ଅପରାଜିତା । ଏମିତି ଅପୂର...
ଅଳ୍ପ ବୟସରେ ଦାସ ଯେ ହେଲେ ସଂସାର ତ୍ୟାଗୀ ମହାପ୍ରଭୁଙ୍କର ସେବାରେ ଦେଲେ ପ୍ରାଣ ଉତ୍ସର୍ଗୀ। ଚକାଆଖି ର ଅଳ୍ପ ବୟସରେ ଦାସ ଯେ ହେଲେ ସଂସାର ତ୍ୟାଗୀ ମହାପ୍ରଭୁଙ୍କର ସେବାରେ ଦେଲେ ପ୍ରାଣ ଉତ୍ସର୍ଗୀ। ...
ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣୀ ଉଲ୍ଲାସରେ ହୁଅଇ ସ... ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା ର୍ଜ୍ୟୋଗମୟ, ମୃର୍ତ୍ୟୋମା ଅମୃତ ଗମୟ" ବାଣ...
ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବନସାଥୀ ତାଙ୍ ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ ସତ୍ୟାଗ୍ରହ ତୁମ, ସହଚର । କସ୍ତୁରବା ଗାନ୍ଧୀ, ଯେ ଜୀବ...
ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ଚାହୁଁ ଚା ଘର କଥା ଓ ଖାଇବା ପାଇଁ ଚିନ୍ତା ବି ନ ଥିଲା ଦିନରାତି ସାଙ୍ଗ ସାଥି ହସ ଖୁସିରେ ସମୟ ବିତିଲା ...
ରଜର ଖଞ୍ଜ ରଜର ଖଞ୍ଜ
ସଂସାର ସୂତାର ନୋଟି ଅଡୁଆରେ କାନିଖାଏ ସଦାଗୁଡି ଉଡିବା ନିଶାରେ ଚଇତି ପବନ ପତ୍ରକୁ ମାଟିରେ ଯୋ ସଂସାର ସୂତାର ନୋଟି ଅଡୁଆରେ କାନିଖାଏ ସଦାଗୁଡି ଉଡିବା ନିଶାରେ ଚଇତି ପବନ ପତ୍...
ବିବେକ ର କଥା ପ୍ରତି ଦେବ ଗୁରୁତ୍ଵ ଦୁର୍ଜନ ଙ୍କ ଠାରୁ ସଦା ରଖ ଦୁରତ୍ଵ। ଧର୍ମ ଚର୍ଚ୍ଚା ଆଲୋଚନା କରିଲ ବିବେକ ର କଥା ପ୍ରତି ଦେବ ଗୁରୁତ୍ଵ ଦୁର୍ଜନ ଙ୍କ ଠାରୁ ସଦା ରଖ ଦୁରତ୍ଵ। ଧର୍ମ ଚର୍ଚ୍ଚା ...
ଜନ୍ମଠାରୁ ମୁହିଁ ତୁମକୁ ମୋହର ମାନିଅଛି ଭଗବାନ ଯଦି ଭଗବାନ ଥିବେ ଏ ଜଗତେ ଅବଶ୍ୟ ତୁମଠୁ ନ୍ୟୁନ । ଜନ୍ମଠାରୁ ମୁହିଁ ତୁମକୁ ମୋହର ମାନିଅଛି ଭଗବାନ ଯଦି ଭଗବାନ ଥିବେ ଏ ଜଗତେ ଅବଶ୍ୟ ...
ବଳିୟାନ ସମୟ ବଳିୟାନ ସମୟ
ସଭ୍ୟ ସମାଜରେ ବିଲୁପ୍ତ ହେଲାଣି ଶଙ୍ଖା ପିନ୍ଧିବା ଚଳଣି , ନାଲି, ଧଳା ଶଙ୍ଖା ରୁଣୁଝୁଣୁ ଶବ୍ଦ ନାରୀ ସଭ୍ୟ ସମାଜରେ ବିଲୁପ୍ତ ହେଲାଣି ଶଙ୍ଖା ପିନ୍ଧିବା ଚଳଣି , ନାଲି, ଧଳା ଶଙ୍ଖା ରୁଣୁଝୁଣୁ ...
ଇନ୍ଦ୍ରଧନୁ ଇନ୍ଦ୍ରଧନୁ
ଗାଁ ଆମର ଶଙ୍କରପୁର ଗାଁ ଆମର ଶଙ୍କରପୁର
ସମୟ କହିଲା, କାଳର କରାଳ କାଳୀ, ସ୍ତବ୍ଧ ପଦପାତ ମହାକାଳ ବକ୍ଷେ, ସ୍ଥିର ଓ ସ୍ଥବିର ସୁପ୍ତ, ଆଉ ତା ସମୟ କହିଲା, କାଳର କରାଳ କାଳୀ, ସ୍ତବ୍ଧ ପଦପାତ ମହାକାଳ ବକ୍ଷେ, ସ୍ଥିର ଓ ସ୍ଥବିର ...
ଜନସମୂହରେ ହୁଏ ଏକକ ପ୍ରଭାବଶାଳୀ ନେତୃତ୍ୱର ହୁଏ ନବୋଦୟ, ନିଜ ମହତ ଶାଳୀନ ହୃଦୟଗ୍ରାହୀ ବ୍ୟକ୍ତିତ୍ୱ ଦ୍ୱାରା ସଦା ରୁହନ୍... ଜନସମୂହରେ ହୁଏ ଏକକ ପ୍ରଭାବଶାଳୀ ନେତୃତ୍ୱର ହୁଏ ନବୋଦୟ, ନିଜ ମହତ ଶାଳୀନ ହୃଦୟଗ୍ରାହୀ ବ୍ୟକ୍ତି...
ପାଚିଲା ଧାନ କ୍ଷେତ..... ପାଚିଲା ଧାନ କ୍ଷେତ.....
...ପ୍ରେମିକାର ଡାଇରୀ... ...ପ୍ରେମିକାର ଡାଇରୀ...
ପ୍ରଭୁ ହାତ ଧରି ପ୍ରଭୁ ହାତ ଧରି
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ