STORYMIRROR

swati Pragyan ratha

Inspirational

3  

swati Pragyan ratha

Inspirational

ଦୁହିତା

ଦୁହିତା

1 min
182

ସମ୍ପର୍କ ଡୋରୀର ବନ୍ଧନ ଛିଡ଼ିଲେ

କଷ୍ଟ ହୁଏ ଅତି ପ୍ରିୟ

ବାପା ମା ପୁଣି ସ୍ୱାମୀ ସୁଖ ଖୋଜେ

ନାରୀ ରେ ପରା ସେ ଗଣନୀୟ ।


କିଏ ବା କାହାରଏଇଟା ବୁଝେନା

ସଭିଙ୍କୁ ଆବୁରି ଧରେ

ସୁଖ ଦେବା ପାଇଁ କଷ୍ଟ ସହିଯାଏ

ତା କଥା ବା ବୁଝେ କିଏ ।


ପ୍ରତ୍ୟେକ ଲୋକର ମାନେ ବୁଝୁ ବୁଝୁ

ନିଜ ପରିଚୟ ଭୁଲେ

ଦୁହିତା ଜୀବନ କଷ୍ଟମୟ ସେତ

ସଂସାର ତାହାକୁ ବୁଝାଏ ।


Rate this content
Log in

Similar oriya poem from Inspirational