STORYMIRROR

Storymirror Odia

Classics Inspirational

2  

Storymirror Odia

Classics Inspirational

ସନ୍ଦେହ

ସନ୍ଦେହ

1 min
3.4K

କାହାଁନ୍ତି ତୁମ ଈଶ୍ୱର ?

ମୋତେ ଦେଖାଇ ଦେଇ ପାରିବ

ମୋତେ ଚିହ୍ନେଇ ଦେଇ ପାରିବ l


ଜନ୍ମରୁ ଆଜି ଯାଏଁ ଭୟରେ 

ଯାହା ନାମକୁ ଜପି ଆସିଛି

ଯାହା ଗୁଣକୁ ଗାଇ ଆସିଛି

ସେଇ ଯଦି ତମ ଈଶ୍ୱର

ତେବେ ତା ବିରୁଦ୍ଧରେ

ଆଜି ମୋର ହଜାରେ ସନ୍ଦେହ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics