STORYMIRROR

Debasmita Dash

Abstract

3  

Debasmita Dash

Abstract

ସମୟ ର ପ୍ରତିକ୍ରିୟା

ସମୟ ର ପ୍ରତିକ୍ରିୟା

1 min
244


କର ଉପଯୋଗ, ସୁଖ ଉପଭୋଗ

ଭୋକ୍ତା ସାଜି ନିଅ ମଜା,

କରିଥାଉ ଯଦି ସୂପଚାର,

ପାଅ ସୁଖ ସାଜସଜ୍ଜା ।

ଅସ୍ଥିର ରୁପକ ଅଜଣା ସମୟ,

ସେ ନୁହଇ କାହାରି ଆପଣା

ଦୁଃଖର ସ୍ରୋତରେ ଭାଶୁଥିବ

ଯଦି ନକର ସଠିକ୍ ଭରଣା।

ଠକାମୀ, ଥକାମି ଓ ଅଳସୁଆମି

ସମୟର ବଡ଼ ଶତ୍ରୁ,

ପାଉଚୁ ଯଦି ତୁ ଏବେ ବି ସମୟ ,

ସାଜିଯା ସମୟ ମିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract