STORYMIRROR

Debasmita Dash

Inspirational

2  

Debasmita Dash

Inspirational

ହୋଲି

ହୋଲି

1 min
155

ହୋଲି, ଅନେକ ରଙ୍ଗ ତଥା ଅନେକ ରଙ୍ଗୋଲି

ଉତ୍ସାହ ରେ ଭରେ ସୁମଧୁର ଗୀତି ସେ,

ଲାଗେ ସତେ ସେ ଅଟଇ କୋଇଲି।।

ରଙ୍ଗ ବୋଳି କର ମନକୁ ସଜ୍ଜିତ 

ଆନନ୍ଦେ ହୋଇବେ ସମସ୍ତେ ଗର୍ବିତ,

ହୋଲି ମଉତ୍ସବେ ହୋଇବା ଶିକ୍ଷିତ।।

ଭରି ଦେବା ଆମ୍ଭେ ଅଜସ୍ର ଅଭିର

ସୁଖ ରେ କରିବା ସଭିଙ୍କୁ ଅମିର

ପୋଛି ନେବା ଆମେ ଅଶ୍ରୁ ର ଧାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational