STORYMIRROR

Mirza Sanuarbaig

Inspirational

3  

Mirza Sanuarbaig

Inspirational

ଶିକ୍ଷା🌹କବି :ମିର୍ଜା ସନୁଅର ବେଗ୍

ଶିକ୍ଷା🌹କବି :ମିର୍ଜା ସନୁଅର ବେଗ୍

1 min
185

ଶିକ୍ଷା ଏକ ସଫଳତା

ସ୍ବାଦ ତା'ର ମିଠା ମିଠା

ଗଜା ହୋଇ ଉଠେ, ଚାରା ହୋଇ ବଢେ

ଫୁଲେ ଆଉ ଫଳେ ମଂଜି ଧରେ

ସଂପୂର୍ଣ୍ଣ ହୋଇ ରହିଯାଏ

ଅମରତ୍ବ ପ୍ରାପ୍ତି କରେ 

ନିଜର ସଚଳକର୍ମ ସ୍ବର୍ଣ୍ଣାକ୍ଷରେ ଲେଖେ

ସଂଗୃହିତ ହୋଇ ରହେ ଆଗାମୀଙ୍କ ପାଇଁ

ଆଦର୍ଶ ରୂପରେ, ଉତ୍ତମ ଭାବରେ ।

ସେମାନେ ପାଆନ୍ତି କିଛି ଅନୁଭୂତି

ନବନବ ଜ୍ଞାନ ଓ କୌଶଳ

ହୁଏ ତାହା ଇତିହାସ

ତେଣୁ ତୁମେ ଜାଣ ବଂଧୁ

ଶିକ୍ଷା ଏକ ଜ୍ଞାନର ଉଦ୍ଭାସ 

ଉତ୍ତମ ଅଭ୍ଯାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational