STORYMIRROR

Mirza Sanuarbaig

Others

3  

Mirza Sanuarbaig

Others

ସମ୍ପର୍କ

ସମ୍ପର୍କ

1 min
222

ବସନ୍ତକୁ କୋଇଲିର

ଅନଳକୁ ପତଙ୍ଗର

ବେସାହାରାକୁ ଏକ ବାଡିର

ଚଷାକୁ କ୍ଷେତର;

ଆଉ

ଗୋଲାପକୁ ଭ୍ରମରର

ମୟୂରକୁ ମେଘର ସାଥିରେ

ଛୋଟ ଚାରାଟିକୁ ଯତ୍ନର

ବାଟୋଇକୁ ମାର୍ଗର

ସତ୍ୟ ଓ ପ୍ରେମର

ପବିତ୍ରତା ଓ ନିଃସ୍ୱାର୍ଥଭାବର

ସେହି ଏକ ଉଜ୍ଜ୍ୱଳ ସଂପର୍କର

ମିଳନର

ସୃଷ୍ଟି ସୁବାସିତ କସ୍ତୁରୀ ବାସ୍ନାରେ

ଗଢା ପୁଣି ମମତାର ସୌଧଟିଏ

ସମ୍ପର୍କ ନାଆଁରେ ।



Rate this content
Log in