ଭବେ ଉତ୍ତମତା (ଅନୁବାଦ କବିତା)
ଭବେ ଉତ୍ତମତା (ଅନୁବାଦ କବିତା)
1 min
194
ଭବେ ଉତ୍ତମତା ଭାରତ ଆମର ଆମର
ଆମେ ଗାୟକ ପକ୍ଷୀବିଶେଷ ,
ଏହି ବଗିଚା ଆମର ଆମର
ଭବେ
ପର୍ବତ ଅଟେ ସର୍ବୋଚ୍ଚ ପଡୋଶୀ ଆକାଶର
ସେ ସୈନ୍ୟ ସାମନ୍ତ ଆମର ଏବଂ ସେ ମୁଖିଆ ଆମର ଆମର
ଭବେ
କୋଳରେ ଖେଳୁଛନ୍ତି ସହସ୍ର ନଦୀ ଯାହାର
ଯାହାଙ୍କ ପାଇଁ ଏଇ ବଗିଚା ସ୍ୱର୍ଗୀୟ ଈର୍ଷା
ଆମର ଆମର
ଭବେ
ଧର୍ମ ନ ଦିଏ ଶିକ୍ଷା ସ୍ଵମଧ୍ୟେ କପଟତାର
ହିନ୍ଦୀ ଅଟୁ ଆମେ ହିନ୍ଦୀ ଅଟୁ ଆମେ ଦେଶର
ସର୍ବତଃ ଭୂ- ଖଣ୍ଡ ଭାରତ(ଅଖଣ୍ଡ ଭାରତ)
ଆମର ଆମର
ଭବେ ।
