STORYMIRROR

Lizi Das

Romance

3  

Lizi Das

Romance

ରାକ୍ଷୀ

ରାକ୍ଷୀ

1 min
34

ଭାଇ ଭଉଣୀର ପବିତ୍ର

ବନ୍ଧନର ସାକ୍ଷୀ

ହେଉଛି ଏକ ରାକ୍ଷୀ।

ଵରଷକୁ ଥରେ ପଡେ ଏ ପର୍ବ

ସାଥେ ନେଇ ଆସେ କେତେ

ଯେ ସେନେହ ଓ ଶ୍ରଦ୍ଧାର 

ଆଶା ଯେତେ ଦୂରରେ ଥିଲେ ପଛେ

ଭାଇ ଭଉଣୀ ପାଛୋଟି ଆସନ୍ତି

ସେମାନେ ପରସ୍ପର ପାଖକୁ।

ଭାଇ ହାତରେ ଭଉଣୀ ବାନ୍ଧି

ରାକ୍ଷୀର ପିତା ମନାସିଥାଏ

କେତେେହେଁ ଶୁଭକାମନା

ତା ଭାଇର ପ୍ରଭୁଙ୍କ ପାଖରେ

କରି ବହୁତ ଗୁହାରି।

ପ୍ରତିବଦଳରେ ଭାଇ

କରେ ତା ଭଉଣୀ ପାଖରେ

ସଂକଳ୍ପ ସବୁ ସମୟରେ

ଥିବ ତା ଭଉଣୀ ପାଖ।

ସେନେହ ମମତାର ଵନ୍ଧନ 

ଏ ରାକ୍ଷୀର ପରଵ।

ଦୁନିଆର ସବୁ ସଂପର୍କ ଠାରୁ

ଏ ଭାଇଭଉଣୀଙ୍କ ସଂପର୍କ

ଅଟେ ଭାରି ପବିତ୍ର।

ଥାଉ କି ନଥାଉ କେହି

ପାଖରେ ଭାଇଟି ସାଥେ

ଥାଏ ସଦା ତା ଭଉଣୀ ପାଖରେ।

ସାରା ଦୁନିଆ ହାତ ଛାଡି

ଦେଲେ ବି ଭାଇ ଛାଡେନି

କେବେ ତା ଭଉଣୀ ହାତ।

ଭାରି ପବିତ୍ର ଏ ଭାଇଭଉଣୀ

ସଂପର୍କ ଏହି ଦୁୁୁନିଆରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance