STORYMIRROR

Lizi Das

Tragedy

3  

Lizi Das

Tragedy

ଅହଂକାର

ଅହଂକାର

1 min
82

କାହିଁ ପାଇଁ ଏତେ କରୁ ତୁ ଲୋ ଅହଂକାର

ଆସିିିଛୁୁ ଖାଲି ହାତରେ ଯିବୁ ବି ତୁ ଖାଲି ହାତରେ।୧।

ପୁୁୁଣିି କରୁଛୁ କି ପାଇଁ ଏତେ ବଢାଇ କଣ ନା

କରେ ମୁଁ ସରକାରୀ ଚାକିରି ଆଉ ମୋ ସ୍ତ୍ରୀ

ଭି କରିିିଛି ବଡ଼ ଚାକିରୀ

ପୁଅ ଭି ଵିଦେଶରେ ରହି କମଉଛି ଭଲ ଟଙ୍କା।

ମୋର ଧନଦଉଳତ ରେ ଭରପୁର ଘର

କେବେ ଛୁଇଁ ପାରିବନି କେବେବି  ଦୁଃଖ ର  ଛାଇ।

ଆରେ ବାଇମନ ଭୁଲି କି ଯାଇଛୁ ତୁ ମିିଛ ମାୟା

ଏ ସଂସାର ଏଠି  କେହି ନୁହେଁ କାହାର।

କି  ପୁୁଅ କି ସ୍ତ୍ରୀ ପୁଣି କି ଟଙ୍କା  କିଛି ନୁହେଁ

ଏଠି ଚିରସ୍ଥାୟୀ କି ମଲା ବେଳେ କିଛି ତୁ ନବୁନି

କେବଳ ପୁର୍ଣ୍ଣ କାମ ପାଇଁ ଯିବୁ ତୁ ବୈକୁଣ୍ଠ ପୁର।

ଟଙ୍କା ,ସୁନ୍ଦରତା ,ପୁୁୁଣି ଯୈବନ ସବୁ ତ କ୍ଷଣସ୍ଥାୟୀ

ମଲା ବେଳେ ଏ ସବୁ କିଛି ସାଥିରେ ଯିିିବନିିି।

 ଯଦି କରିଥିବୁ ବାଇମନ କିଛି ତୁ ପୂର୍ଣ୍ଣ

 ସେଥିପାଇଁ ସ୍ବର୍ଗ ପୁୁର ରେ  ପାଇବୁ ତୁ ସ୍ଥାନ।

ତେଣୁ ଭୁଲି ସବୁ ତୋର ଗର୍ବ ଅହଙ୍କାର

ଏବେ ଠୁ ହୁଅରେ ତୁହି ସାବଧାନ

ବସି ଜପ ରାତିଦିନ ରାମନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy