STORYMIRROR

Anonymous

Romance

2  

Anonymous

Romance

ପ୍ରିୟା

ପ୍ରିୟା

4 mins
2.5K



କେତେ ଜହ୍ନରାତି ଯାଇଛି ବିତି ଗୋ
ତୁମରି ସପନେ ଭାସି,
ଜୋଛନା ଖେଳଇ ହୃଦୟ ଭିତରେ

ତୁମେ ଟିକେ ଦେଲେ ହସି,

ତୁମ ପ୍ରେମର ନିର୍ମୁଳି

              ଯାଇଛି ଗୋ ମାଡି

ଭରା ଭରା ଫଗୁଣରେ,

ହସୁଛି ସେଇ ବସନ୍ତ

              ଗାଉଛି କୋଇଲି

ତୁମ ଛନ୍ଦା ପାଦ ଧାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anonymous

ପ୍ରିୟା

ପ୍ରିୟା

4 mins ପଢ଼ନ୍ତୁ

Similar oriya poem from Romance