STORYMIRROR

Birendra Sahu

Romance

3  

Birendra Sahu

Romance

ପ୍ରୀୟା

ପ୍ରୀୟା

1 min
566

ଅଳସି ନଈର ସଳଖ ନୁହଁଇ ଧାର

      ପ୍ରିୟା ମୋ ଫୁଲେଇ ଭାରି ଅଭିମାନି

କଥା ତା ପାଣିର ଗାର ।


ତା ଗାଁ ରେ ଆଜି ଫଗୁଣ ଫେରି ଛି

       ଗାଧୁଆ ତୁଠ ତା ହଳଦୀ ବାସୁଛି

ଚହଲା ପାଣିରେ ଚଗଲି ଖେଳୁଛି ।


କନକ ଗୋରୀ ସେ କଣେଇଁ ଚାହୁଁଛି

       କାଚ କେନ୍ଦୁ ଜଳେ ସ୍ନାହାନ କରୁଛି

କଥା ଦେଇ ମୋତେ ମଗୁଶୁରକୁ

ଭୁଲି ଗଲା ପ୍ରିୟା ନିଜର କରିବ ଆଉ କାହାକୁ।      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance