STORYMIRROR

Ananya Parida

Romance

3  

Ananya Parida

Romance

ପ୍ରେମ

ପ୍ରେମ

1 min
241

ପ୍ରେମ ଏକ ପଵିତ୍ର ସମ୍ପର୍କ  

ପ୍ରେମ ଏକ ମଳୟ ପବନ 

       ଯାହାର ଅନ୍ତ ନାହିଁ 

ପ୍ରେମ ସତ୍ୟ ଶିବ ସୁନ୍ଦର 

        ପୁଣି ପ୍ରେମ ଏଠି ମଧୁର 

ପ୍ରେମ ଝରଣା ସଦୃଶ 

       ଯାହାର ବାଡ ବତା ନାହିଁ 

ପ୍ରେମ ନୁହେଁ ପ୍ରତାରଣା 

       ପ୍ରେମ ଏଠି ନୁହେଁ ପୁଣି ମନର ଛଳନା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ananya Parida

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ହସ

ହସ

1 min ପଢ଼ନ୍ତୁ

Similar oriya poem from Romance