STORYMIRROR

Ananya Parida

Others

2  

Ananya Parida

Others

ହସ

ହସ

1 min
480

ହସ ମୁଁ ଜୀବନର ପ୍ରାଣ

ହସ ବିନା ଜୀବନ ମୂଲ୍ୟହୀନ

ହସୁଥିବି ହସି ହସାଉଥିବି

ହସରେ ମୁକ୍ତା ଫୁଟେଇବି

ହସରେ ପର୍ବତରେ ଫୁଲ ଫୁଟେଇବି

ହସ ମୋର ଲକ୍ଷ୍ୟ

ସମସ୍ତଙ୍କ ମୁଖରେ ହସ ପ୍ରସ୍ଫୁଟିତ କରିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ananya Parida

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ହସ

ହସ

1 min ପଢ଼ନ୍ତୁ