STORYMIRROR

Anju Shree

Romance

3  

Anju Shree

Romance

ପ୍ରେମ

ପ୍ରେମ

1 min
130

ପ୍ରେମ ସିନା ଆସିଥାଏ 

       ଜୀବନରେ ଥରେ

ସଦା ପୂଜା ପାଉଥାଏ 

      ହୃଦୟ ମନ୍ଦିରେ, 

ପ୍ରେମ କେବେ ମରେ ନାହିଁ 

     ସଦା ସେ ଅମର 

ପ୍ରେମ ମାନେ ନୁହେଁ ଖାଲି 

    ଶଙ୍ଖା ଓ ସିନ୍ଦୁର ,

ପ୍ରେମ ତ କେବଳ ଦୁଇ 

    ମନର ମିଳନ 

ଭାବର ମିଳନ ଆଉ ,

       ଆତ୍ମାର ମିଳନ 

ତ୍ୟାଗ ଯେ କରେ ସେ ପାଏ 

    ପ୍ରେମୀର ମାନ୍ୟତା

ପ୍ରାପ୍ତି ନୁହେଁ ତ୍ୟାଗ ଅଟେ 

     ପ୍ରେମର ସତ୍ୟତା ।।

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anju Shree

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Romance