STORYMIRROR

Anuradha Kar

Romance

3.4  

Anuradha Kar

Romance

ପ୍ରେମ

ପ୍ରେମ

1 min
199



ପ୍ରେମ ଯେ କାନନ

ପ୍ରେମ ଫୁଲ ବନ

ପ୍ରେମ ଯେ ଅନ୍ଧାର ରାତି

 ଅନ୍ଧାର ରାତିରେ ହଜିଯାଇଛି ମୁଁ

ତୁମକୁ ମୁଁ ଖୋଜି ସାଥି ।

ପ୍ରେମ ନିିରନ୍ତର

ପ୍ରେମ ବି ଅନ୍ତର

ପ୍ରେମ ର ପ୍ରେମିକା ସାଜି

ପ୍ରେମି ଯୁଗଳ ମୁଁ ତା ପାଇଁ ସାଜିଛି

ସେତ ମୋ ଜୀବନ ସାଥୀ ।

ତୁମେ ତ ମୋର ପ୍ରତ୍ୟୁଷ ପ୍ରଦୋଷ

ତୁମେ ତ ମୋର ବିଶ୍ୱାସ

ବିଶ୍ବାସ ରୁ ମୋର କେମିତି କାଢିବି

ତୁମଠି ମୋ ପ୍ର୍ରେମ ଶେଷ ।


     



Rate this content
Log in

Similar oriya poem from Romance