Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Mohanty

Romance

3  

Priyanka Mohanty

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
551


ପ୍ରୀତିପର୍ଣ୍ଣା ଢାଳେ ଶଶି 

ଜହ୍ନ ଆଲୁଅରେ 

ନୀରବିତ ଭାଙ୍ଗେ ଶେଯ  

ପୂର୍ଣ୍ଣିମା ତିଥିରେ 

ବିହଙ୍ଗନା ଆଲିଙ୍ଗନେ 

ସ୍ପୃହା ଉନ୍ନାଦିତ 

ଚକୋର ଚକୋର ମଧ୍ୟେ  

ପ୍ରେମର ପୁଲକ  

 ନିଶ୍ୱାସ ର ଭାବଧାରା 

ମନେ ଶିହରଣ  

ଛାତିର ସ୍ପନ୍ଦନ ଧାରେ  

ମନ ବିଚଳିତ 

ସୀତର କୁହୁଡି ମେଳେ  

ଟୋପା ଟୋପା କାକର 

ପତ୍ର ଧାରେ ଥୋପାପଡେ  

ନକରି କାତର  

ସିହରଇ ତନୁ ମନ  

ସିହରଣ ଶରୀର  

ନର୍ତ୍ତକୀ ର ନୃତ୍ୟ ପଟ  

ଢାଳେ ପ୍ରେମର ଉଦ୍ଗିରଣ 

ପ୍ରେମ ନିତ୍ୟ ଚିରନ୍ତନ  

ଅଟ‌ଇ ଶାଶ୍ଵତ

ପ୍ରେମର ପୁଲକ ବୁଣେ 

କୁସୁମ ସୁବାଷ । 

   


Rate this content
Log in

More oriya poem from Priyanka Mohanty

Similar oriya poem from Romance